Masthead

ବେଳାଭୂମି ପାଲଟିଛି କଇଁଛଙ୍କ ଶ୍ମଶାନ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ବେଳାଭୂମି ପାଲଟିଛି କଇଁଛଙ୍କ ଶ୍ମଶାନ । ଅସ୍ତରଙ୍ଗ ବେଳାଭୂମିରେ ଦେଖିବାକୁ ମିଳିଛି କଇଁଛ ମଡକ । କଇଁଛ ସୁରକ୍ଷା ପାଇଁ ଅସ୍ତରଙ୍ଗ ବେଳାଭୂମିରେ ବେତିକ୍ରମ ଯୋଗୁ ଉପୁଜୁଛି ସମସ୍ୟା । ନଭେମ୍ବର ମାସ ଠାରୁ ରାଜ୍ୟ ସରକାରଙ୍କ କଡା କଟକଣା ସତ୍ୱେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏଭଳି ସମସ୍ୟା ଦେଖାଦେଉଛି ।

ଅନ୍ୟପଟେ ଟ୍ରଲର ଚଳାଚଳ ପାଇଁ କଟକଣା ଜାରି କରାଯାଇଥିବା ବେଳେ ଅବାଧ ଟ୍ରଲର ଚଳାଚଳ ଏବେବି ସକ୍ରିୟ ରହିଛି । ଯାହା କଇଁଛ ମଡକର ପ୍ରମୁଖ କାରଣ ସାଜିଛି । ଅନୁରୂପ ଭାବେ ବେଳାଭୂମି କଇଁଛ ଅଣ୍ଡାଦାନ ପରେ କୃତ୍ରିମ ବସାରେ ଅଣ୍ଡାରଖି ଛୁଆ ଫୁଟିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ୍ୟ ବିଭାଗୀୟ ନିଷ୍କ୍ରିୟତା ଯୋଗୁଁ କଇଁଛ ଅଣ୍ଡା ଗୁଡିକ ବେଳା ଭୂମି ରେ ବିଲୁଆ ଗଧିଆଙ୍କ ଆହାର ପାଲଟିଛି । ଏଥି ସହିତ ବେଳାଭୂମି ପ୍ରଦୂଷିତ ହେଉଛି । ଯଦି ଆଗାମୀ ଦିନରେ କଇଁଛ ସୁରକ୍ଷା ପାଇଁ ପଦକ୍ଷେପ ନିଆ ନ ଯାଏ ଅନେକ କଇଁଛ ମୃତ୍ୟୁ ମୁଖରେ ପଡିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା