Masthead

ପ୍ଲାଟଫର୍ମ ଟିକେଟ ଦର ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୃଦ୍ଧି ପାଇଲା ପ୍ଲାଟଫର୍ମ ଟିକେଟ ମୂଲ୍ୟ । ୧୦ ଟଙ୍କା ଥିବା ରେଳବାଇ ପ୍ଲାଟଫର୍ମ ଟିକେଟର ମୂଲ୍ୟ ଶୁକ୍ରବାର ଦିନ ୫୦ଟଙ୍କା ବୃଦ୍ଧି କରାଯାଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପ୍ରତି ଏହି ଦର ବୃଦ୍ଧି ଦିଲ୍ଲୀ ଜୋନ୍ ପାଇଁ ଲଞ୍ଚ କରାଯାଇଛି । ରେଳବାଇର କହିବା ଅନୁଯାୟୀ, ଷ୍ଟେସନ ଗୁଡ଼ିକରେ ହେଉଥିବା ମତ୍ରାଧିକ ଜନଗହଳି ରୋକିବା ନିମନ୍ତେ ପ୍ଲାଟଫର୍ମ ଟିକେଟ୍ ଦର ବୃଦ୍ଧି କରାଯାଇଛି ।

ଅନ୍ୟପଟେ ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, କରୋନା ଭୂତାଣ ସଂକ୍ରମଣଜନିତ କଟକଣା ସମୟରୁ ପୂର୍ବତଟ ରେଳବାଇ ଅଧିନରେ ଥିବା ସମସ୍ତ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ ରହିଛି । ଭୁବନେଶ୍ୱର ସମେତ ଏହି ସବୁ ଷ୍ଟେସନ ଗୁଡ଼ିକୁ ଯାତ୍ରୀମାନଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିବିଷେଙ୍କ ପ୍ରବେଶ ନିଷେଧ କରାଯାଇଛି । ପରିସ୍ଥିତିକୁ ଦେଖି ବିଭିନ୍ନ ଜୋନ୍ ପ୍ଲାଟଫର୍ମ ଟିକଟେ ଦର ବଢାଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା