Before Header

ଧସିଲା ମାଟି ଅତଡ଼ା, ଯାନବାହନ ଠପ

0 528

କୋରାପୁଟ (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡ଼ା, ରାସ୍ତା ଅବରୋଧ ଯାନବାହନ ଠପ। କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡା ଓ ପଥର ଧସିଛି। ଫଳରେ ରାସ୍ତା ଉପରେ ପଥର ପଡ଼ି ରହିଛି । ଏଥିଯୋଗୁ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ମାଟି ଅତଡ଼ା ହଟାଇବା କାମ ଆରମ୍ଭ କରିଛନ୍ତି।

 

Leave A Reply

Your email address will not be published.