Masthead

ଅଡ଼ୁଆରେ ପ୍ରସନ୍ନ, ୫ ଜାଗାରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନିଷ ଅନୁରାଗ ହତ୍ୟା ମାମଲାରେ ସନ୍ଦେହର ବଳକୁ ଆସିଥିଲା ହୋଟେଲ ସାଉଥ ସିଟି । ବେନିୟମ ଭାବେ ଏହି ହୋଟେଲ ଚଳାଉଥିଲେ ମାଲିକ ପ୍ରସନ୍ନ ବେହେରା । ସେ ଜଣେ କମିଶନରେଟ ପୋଲିସର କନଷ୍ଟେବଲ । ଓଡ଼ିଶା କନଷ୍ଟେବଲ ଓ ହାବିଲଦାର ମହାସଂଘର ସଭାପତି ଥିବାରୁ ସମସ୍ତ ବେନିୟମ କାମ କରୁଥିଲା ପ୍ରସନ୍ନ ।

ତାଙ୍କୁ ଗିରଫ ପରେ ସରକାର ଚାକିରି ଛଡେଇ ନେଇଛନ୍ତି । ଜେଲ୍ରେ ଥିବା ପ୍ରସନ୍ନର ଘରେ ଭିଜିଲାନ୍ସ ରେଡ କରିଛି । ତା’ର ୫ଟି ଘରେ ଏକକାଳୀନ ଚଢାଉ ହୋଇଛି । କଳ୍ପନା ଛକରେ ଥିବା ବାସଭବନ, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ଶାନ୍ତି ବିହାରରେ ଫର୍ଣ୍ଣିଚର ଦୋକାନ, ପାତ୍ରପଡ଼ା ସାଉଥ ସିଟି ହୋଟେଲ ଓ ବାର, ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା ଦୁଇଟି ଘରେ ଏକକାଳୀନ ରେଡ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ