Masthead

ନିଜ ଜୀବନକୁ ବାଜି ଲଗାଇଦେଲେ ରୁଷ୍‌ ମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ): ରୁଷିଆର ମନ୍ତ୍ରୀ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି। ତେବେ ରୁଷିଆର ଏମର୍ଜେନ୍ସି ମନ୍ତ୍ରୀ ୟେବନେଗି ‌ଜିନିଚେବ ନିଜ ଜୀବନକୁ କ୍ଷାତିର ନକରି ଜଣେ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ଦୁର୍ଘଟଣାରେ କ୍ୟାମେରାମ୍ୟାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବୁଧବାର ଏକ ତାଲିମ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମନ୍ତ୍ରୀ ଜିନିଚେବ ଜଣେ କ୍ୟାମେରାମ୍ୟାନଙ୍କୁ ପାଣି ନିକଟରେ ଥିବା ଉଚ୍ଚ ପଥର କଡ଼ରେ ଛିଡ଼ା ହୋଇ ସାକ୍ଷାତକାର ଦେଉଥିଲେ।

ସେହି ସମୟରେ ହଠାତ୍ କ୍ୟାମେରାମ୍ୟାନ ପାଣି ଭିତରକୁ ଖସି ପଡ଼ିଥିଲେ। ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ମନ୍ତ୍ରୀ ମଧ୍ୟ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ତେବେ ସେହି ସମୟରେ ସେ ପାଣି ଭିତରୁ ଉଠିବା ବେଳେ ଆଉ ଏକ ପଥରରେ ପିଟି ହୋଇ ମୃତ୍ୟୁବରଣ କରିଥିଲେ। ୨୦୧୮ ମେ’ରେ ତାଙ୍କୁ ଏମର୍ଜେନ୍ସି ମନ୍ତ୍ରାଳୟ ମୁଖ୍ୟ ନିଯୁକ୍ତ କରାଯାଇଥିଲା। ସେ ମଧ୍ୟ ରୁଷ୍‌ ସୁରକ୍ଷା ପରିଷଦର ସଦସ୍ୟ ଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା