Masthead

ନେଇଗଲେ ଲକ୍ଷାଧିକ ଟଙ୍କାର ଅଣ୍ଡା

ସାଲେପୁର (ବଡ଼ ଖବର ବ୍ୟୁରୋ): ବିଳମ୍ବିତ ରାତିରେ ଲକ୍ଷ୍ୟ।ଧିକ ଟଙ୍କାର ଆଣ୍ଡା ଚୋରି ଅଭିଯୋଗ ହୋଇଛି । ବହାଦୁଲାପାଟଣା ଗାଁର ବାବା ସାଇ ଏଗ୍ ଟ୍ରେଡ଼ର୍ସରୁ ପାଖାପାଖି ୧୨୦ପେଟି ଅଣ୍ଡା ଚୋରି ହୋଇଥିବା କୁହାଯାଇଛି । ଏନେଇ ଅଣ୍ଡା ବ୍ୟବସାୟୀ ଅବଦୁଲ ରଜାକ୍ ଜଗତପୁର ଥାନା ଅଧୀନ ପାଗା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନରେ ଆଣ୍ଡା ଥୋଇ ତାଲା ପକାଇ ଘରକୁ ଫେରିଥିଲେ ରଜାକ୍ । ଶନିବାର ଦୋକାନ ଖୋଲିଲା ବେଳକୁ ଦୋକାନର ତାଲାଭଙ୍ଗି ଦୁର୍ବୃତ୍ତମାନେ ୧୨୦ପେଟି ଅଣ୍ଡା ନେଇ ଚମ୍ପଟ ମାରିଛନ୍ତି । ଯାହାର ମୂଲ୍ୟ ୧ଲକ୍ଷ ୨୬ ହଜାର ଟଙ୍କା ହେବ ମାଲିକ ଅବଦୁଲ କହଛନ୍ତି । ଅଭିଯୋଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି