Masthead

‘ଉଦୟନିଧିଙ୍କ କଟାମୁଣ୍ଡା ଆଣିଲେ ଦିଆଯିବ ୧୦ କୋଟି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସନାତନ ଧର୍ମକୁ ଉଦୟନିଧୀ ଷ୍ଟାଲିନ୍ ଡେଙ୍ଗୁ, ମାଲେରିଆ ସହ ତୁଳନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସନ୍ଥ । ଉତ୍ତ୍ୟକ୍ତ ହୋଇଛନ୍ତି ଅଯୋଧ୍ୟା ସ୍ଥିତ ଛାନବି ମନ୍ଦିରର ମୁଖ୍ୟ ପୂଜାରୀ ପରମହଂସ ଆଚାର୍ୟ୍ୟ । ‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବେବୋଲି ଘୋଷଣା କରିଛନ୍ତି । ଏହି ସମୟରେ ଅଯୋଧ୍ୟାର ଜଣେ ସାଧୁ ପରମହଂସ ଆଚାର୍ୟ୍ୟ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ଗୋଟିଏ ହାତରେ ଉଦୟନିଧିଙ୍କ ପୋଷ୍ଟର ଏବଂ ଅନ୍ୟ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି।

 

ଭିଡିଓରେ ସେ ପୋଷ୍ଟରରେ ଉଦୟନିଧିଙ୍କ ମୁଣ୍ଡ କାଟି ନିଆଁ ଲଗାଇଥିବାର ନଜର ଆସିଛନ୍ତି। ସାଧୁ ପରମହଂସ ଆଚାର୍ୟ୍ୟ ତାଙ୍କ ଭିଡିଓରେ ଯେଉଁମାନେ ନେତାଙ୍କ ମୁଣ୍ଡ କାଟିବେ ସେମାନଙ୍କୁ ୧୦କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ