Masthead

କେକ ତିଆରି କରି ଚର୍ଚ୍ଚାରେ ସନ୍ଧ୍ୟା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ୟୁଟୁଭ ସିଖାଇଲା ବଞ୍ଚିବାର ରାହା । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମଙ୍ଗରାଜପୁର ଅଞ୍ଚଳର ସନ୍ଧ୍ୟାରଣୀ ପାଣିଗ୍ରାହୀ ରଙ୍ଗ ବେରଙ୍ଗର କେକ ତିଆରି କରିପାରୁଛନ୍ତି । କେକ ଦୋକାନ ଖୋଲି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗ୍ରାଜୁଏସନ ସାରିବା ପରେ ଚାକିରି ପଛରେ ନ ଧାଇଁ ସନ୍ଧ୍ୟା ତିଆରି କରୁଛନ୍ତି କେକ ।

ନୂଆ ନୂଆ ଡିଜାଇନର ବିଭିନ୍ନ ସାଇଜର ସେ କେକ୍ ତିଆରି କରୁଛନ୍ତି । ଷ୍ଟ୍ରବେରୀ, ଭେନିଲା, ବଟର ସ୍କଚ, ପାଇନା ଆପୁଲ, ରସ ମଲେଇ, ଚକଲେଟ ଫ୍ଲେଭରର କେକ୍ ତିଆରି କରି ନିଜ ଖର୍ଚ୍ଚ ମେଣ୍ଟେଇବା ସହ ପରିବାରକୁ ମଧ୍ୟ ଆର୍ଥିକ ସହଯୋଗ କରୁଛନ୍ତି ସନ୍ଧ୍ୟାରାଣୀ । ୟୁଟୁଭରୁ ସେ କେକ ତିଆରି ଶିଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ