Masthead

ପୋଲିସଙ୍କ ଫିଟନେସ ପାଇଁ ସାତସୂତ୍ରି ନିର୍ଦ୍ଦେଶାନାମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ପୋଲିସ ଫିଟ ରହିବା ଜରୁରୀ । ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏପିଆର, ଡିଜିପି, କମିସନରେଟ ପୋଲିସ ମୁଖ୍ୟାଳୟ, ଟିମ୬୦, ଓଏସପି ମୋବିଲାଇଜଡ ଫୋର୍ସ ପାଇଁ ଏହି ନିର୍ଦ୍ଦେଶାନାମା ଆସିଛି । ଏଥିରେ କୁହାଯାଇଛି ଫିଟନେସ ନ ରହିଲେ କାମ ଉପରେ ପ୍ରତିକୂଳ ପଡ଼ୁଛି । ଅନଫିଟ ପୋଲିସକୁ ଫିଟ ରଖିବା ପାଇଁ ଦିଆଯିବ ସୁଯୋଗ । ଫିଟନେସ ପାଇଁ ୭ ଟି ସୂତ୍ରର ରହିଛି ନିର୍ଦ୍ଦେଶାବଳୀ । ନିର୍ଦ୍ଦେଶାବଳୀ ଜାରି କଲା କମିଶନରେଟ ପୋଲିସ । ନିୟମିତ ସକାଳେ ଓ ସନ୍ଧ୍ୟାବେଳେ ବ୍ୟାୟାମରେ ଯୋଗଦେବେ ।

କାର୍ଯ୍ୟାଳୟରେ ଉପସ୍ଥାପନା ରେକର୍ଡ କରାଯିବ । ଉସ୍ଥାପନା ୮୦% ରୁ କମ ନ ରହିବାକୁ ନିର୍ଦ୍ଦେଶ । ଓଜନରେ ଲକ୍ଷ ରଖାଯିବ । ପ୍ରତି ୧୫ ଦିନରେ ଶରୀର ଓଜନ ରେକର୍ଡ କରାଯିବ । ନିଶା ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପୋଷାକରେ ନୂଆ ଲୁକ ଆପଣେଇବାକୁ ପରାମର୍ଶ । ସମସ୍ତ ପୋଲିସ କର୍ମଚାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି