Masthead

ଜାଭେଦ ଅଖତରଙ୍କ ଆରଏସଏସ ବୟାନକୁ ନେଇ ଉତ୍ତର ରଖିଲା ଶିବସେନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆରଏସଏସକୁ ତାଲିବାନ ସହ ତୁଳନା କରିବା ପରେ ଜାଭେଦ ଅଖତରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହା ମଧ୍ୟରେ ଜାଭେଦଙ୍କୁ କଡା ଜବାବ ଦେଇଛି ଶିବସେନା । ତେବେ ଆରଏସଏସ ସହ ତାଲିବାନକୁ ତୁଳନା କରିବା ଠିକ ନୁହଁ । ଆରଏସଏସର ବିଚାରଧାରା ଯଦି ତାଲିବାନଙ୍କ ପରି ହୁଅନ୍ତା ତାହାଲେ ତିନି-ତଲାଖ ବିରୋଧରେ ଆଇନ ନିର୍ମାଣ କେବେ ବି ହୋଇନଥାନ୍ତା ।

ଏବଂ ଦେଶରେ ଥିବା ଲକ୍ଷ ଲକ୍ଷ ମୁସଲମାନ ମହିଳାଙ୍କୁ ସ୍ୱାଧୀନତା ମିଳିନଥାନ୍ତା । ଏହା ସହ ଦେଶର ବହୁସଂଖ୍ୟକ ହିନ୍ଦୁମାନଙ୍କୁ ଦବାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଅପରପକ୍ଷରେ ଆମ ଦେଶକୁ ହିନ୍ଦୁ ରାଷ୍ଟ୍ର ରୂପେ ପରିଣତ କରିବାକୁ ଚେଷ୍ଟା କରୁଥିବା ସଂସ୍ଥାଗୁଡିକର ଧାରଣା ସଠିକ ବୋଲି ଶିବସେନା କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା