Masthead

ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ: ଅନୁରାଗ ଠାକୁର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, କେନ୍ଦ୍ର ସରକାର କୁସ୍ତି ଖେଳାଳୀଙ୍କ ପ୍ରସଙ୍ଗରେ ସମ୍ବେଦନଶୀଳତାର ସହ ସମ୍ଭାଳିବାକୁ ଯୋଜନା କରିଛନ୍ତି । ଦିଲ୍ଲୀ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବା ପରେ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କୁସ୍ତିଯୋଦ୍ଧାଙ୍କ ଅନୁରୋଧ କ୍ରମେ ସମସ୍ତ ପଦକ୍ଷେପ ନିଆଯାଇଛି। ଏଭଳି ପରିସ୍ଥିତିରେ କୁସ୍ତିଯୋଦ୍ଧାମାନେ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ। ଭାରତର ନିୟମ ସମସ୍ତଙ୍କ ପାଇଁ ସମାନ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ଭାବରେ ଗ୍ରହଣ କରୁଛୁ। ଖେଳାଳିଙ୍କ ଦାବି ଏକ କମିଟି ଗଠନ କରିବା। ଆମେ ଏହା ଗଠନ କରିଛୁ। ଦିଲ୍ଲୀ ପୋଲିସରେ ଏଫଆଇଆର ପଞ୍ଜିକରଣ କରିବାକୁ ଚାହୁଁଥିଲୁ, ତାହା ମଧ୍ୟ ଘଟିଛି। ଖେଳାଳି ସୁପ୍ରିମକୋର୍ଟ ଯାଇଥିଲେ କୋର୍ଟ, ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଯିବାକୁ କହିଥିଲେ। ସେମାନେ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ଅଧିକାରୀମାନଙ୍କୁ କାମ କରିବାକୁ ଅନୁମତି ଦେବାକୁ ଚାହୁଁ ନ ଥିଲେ, ଆମେ ମଧ୍ୟ ଏହାକୁ ଗ୍ରହଣ କରିଥିଲୁ। ବର୍ତ୍ତମାନ ବିରୋଧୀ କୁସ୍ତିଯୋଦ୍ଧାମାନେ ଯାହା କହିଛନ୍ତି ତାହା ଗ୍ରହଣ କରିଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି