Masthead

୮୪ ସେକେଣ୍ଡ ମାହେନ୍ଦ୍ର ବେଳା

ଅଯୋଧ୍ୟା(ବଡ଼ ଖବର ବ୍ୟୁରୋ): କାଲି ଅନ୍ତ ହେବ ୫୦୦ ବର୍ଷ ପ୍ରତୀକ୍ଷାର। ଅଯୋଧ୍ୟାରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଦ୍ୱିପ୍ରହର ୧୨ଟା ୫ଟାରୁ ୧୨ଟା ୫୫ ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତ ପୂଜା। ଧାର୍ଯ୍ୟ ହୋଇଛି ୮୪ ସେକେଣ୍ଡ ମାହେନ୍ଦ୍ର ବେଳା। ଦିନ ୧୦ଟା ୫୫ରେ ମନ୍ଦିର ପରିସରକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିଥିବା ଅତିଥିଙ୍କୁ ମୋଦି ଦେବେ ସ୍ୱତନ୍ତ୍ର ଟୋପି ଉପହାର।

 

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଦେଖିବେ ସିଧାପ୍ରସାରଣ। ‘ବଡ଼ ଖବର’ରେ ସକାଳ ୮ଟାରୁ ନନଷ୍ଟପ ସିଧାପ୍ରସାରଣ। ଶ୍ରୀରାମଙ୍କ ଅଯୋଧ୍ୟା ଆଗମନରେ ସାରାଦେଶରେ ଉତ୍ସାହ ଦେଖିବାକୁ ମିଳୁଛି। ଘରେ ଘରେ ଦୀପ ଜାଳି ପ୍ରଭୁଙ୍କୁ ସ୍ୱାଗତ କରିବେ ଭକ୍ତ। ରଙ୍ଗ ବେରଙ୍ଗ ଫୁଲରେ ମନ୍ଦିର ଭିତର ଓ ବାହାରପଟକୁ ଫୁଲରେ ସାଜସଜ୍ଜା କରାଯାଇଛି। କଡା ସୁରକ୍ଷା ମଧ୍ୟରେ ରହିଛି ରାମ ଜନ୍ମଭୂମୀ ଅଯୋଧ୍ୟା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ