Masthead

ଚନ୍ନିଙ୍କୁ ଭେଟିବେ ସିଦ୍ଧୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତ ଦୁଇ ଦିନ ଧରି ପଞ୍ଜାବରେ ଚାଲିଲା ଇସ୍ତଫା ନାଟକ । ପିସିସି ସଭାପତି ପଦରୁ ନବଜ୍ୟୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ଦୁଇ ଜଣ ମନ୍ତ୍ରୀ ମନ୍ତ୍ରୀପରିସଦରୁ ଇସ୍ତଫା ଦେଲେ । ସଙ୍ଗଠନର ପଦପଦବୀରେ ଥିବା କେଇ ଜଣଙ୍କ ଇସ୍ତଫା ପରେ ଆଜି ଆଲୋଚନା କରିବା ପାଇଁ ମାନିଛନ୍ତି ନବଜୋତ ସିଂହ ସିଦ୍ଧୁ।

ଆଜି ଚଣ୍ଡିଗଡ ଯାଇ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ ଭେଟିବେ। ଏନେଇ ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ଟ୍ୱିଟ କରି କହିଛନ୍ତି, ‘ ମୋତେ ଆଲୋଚନା ପାଇଁ ଡାକରା ହୋଇଛି। ମୁଖ୍ୟମନ୍ତ୍ରୀ ମୋତେ ଡକାଇଛନ୍ତି। ଅଜି ଅପରାହ୍ଣରେ ଚଣ୍ଡିଗଡ ଯାଇ ପଞ୍ଜାବ ଭବନରେ ଚନ୍ନିଙ୍କୁ ଜାବବ ଦେବି। ଯେ କୌଣସି ଚର୍ଚ୍ଚା ପାଇଁ ମୁଁ ତାଙ୍କୁ ସ୍ୱାଗତ କରୁଛି।’ ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସିଦ୍ଧୁଙ୍କ ଆଲୋଚନା ପାଇଁ ଫୋନରେ ଆମନ୍ତ୍ରିତ କରିଥିଲେ। ତେବେ ଏହି ଆମନ୍ତ୍ରଣକୁ ସିଦ୍ଧୁ ସ୍ୱୀକାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ