Before Header

ଶିଖ୍‌ ବିଜେପି ନେତା ଇମ୍ପ୍ରିତସିଂଙ୍କୁ ହତ୍ୟା ଧମକ

0 7

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦିଲ୍ଲୀର ଶିଖ୍‌ ବିଜେପି ନେତା ଇମ୍ପ୍ରିତ୍‌ ସିଂ ବାକ୍ସିଙ୍କୁ ହତ୍ୟା ଧମକ । ଖଲିସ୍ତାନୀଙ୍କଠାରୁ ହତ୍ୟା ଧମକ ମିଳିଥିବା ସୋମବାର ଅଭିଯୋଗ କରିଛନ୍ତି ଇମ୍ପ୍ରିତ୍‌। କେହି ଜଣେ ନିଜକୁ ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂ ବୋଲି ଦାବିକରି ଏଭଳି ଧମକ ଦେଇଛନ୍ତି। ଖଲିସ୍ତାନ ବିରୋଧୀ କାର୍ଯ୍ୟରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ ଧମକ ଦିଆଯାଇଛି। ଯାହାକ ନେଇ ବାକ୍ସି ଲଜପତ ନଗର ଥାନାରେ ଏତଲା ଦାଏର କରିଛନ୍ତି।

Leave A Reply

Your email address will not be published.