Masthead

ଶ୍ରୀରାମ ମନ୍ଦିରରେ ଲାଗିବ ସୀତା ଶିଳା

ଅଯୋଧ୍ୟା (ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶରେ ଅଛି ସୀତା ମନ୍ଦିର । ବିଶ୍ୱାସ କରାଯାଏ , ସେଠାରେ ମହାପ୍ରତାପୀ ରାବଣ ଜଗତଜନନୀ ମା’ ସୀତାଙ୍କୁ ପଂଚବଟିରୁ ଅପହରଣ କରି ରଖିଥିଲା । ମା’ ସୀତା ସେଠାରେ ପ୍ରଭୁ ଶ୍ରୀରାମଙ୍କୁ ନୀତି ପ୍ରତି ସ୍ମରଣ କରୁଥିଲେ । ଏହି ସ୍ମୃତିକୁ ସାଇତି ରଖିବା ପାଇଁ ପରେ ସେଠାରେ ତିଆରୀ କରାଯାଇଥିଲା ସୀତା ମନ୍ଦିର । ଅଯୋଧ୍ୟାରେ ହେଉଥିବା ଶ୍ରୀରାମ ମନ୍ଦିରରେ ଏହି ସ୍ଥାନର ଶିଳା ଲାଗିବ ।

ଶ୍ରୀଲଙ୍କାରେ ଥିବା ଭାରତୀୟ ହାଇକମିଶନର ଏହି ଶିଳାକୁ ଆଣିବେ । ଶ୍ରୀଲଙ୍କା ହାଇକମିଶନର ତାଙ୍କ ଅଫିସିଆଲ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ଶ୍ରୀରାମ ମନ୍ଦିରରେ ସୀତା ଶିଳା ବ୍ୟବହାର ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବ ।ହାଇକମିଶନର ସୀତା ଶିଳାକୁ ମୟୁର ପଥି ଅମ୍ମନ ମନ୍ଦିରରେ ଆସନ୍ତା ଗତ ସୋମବାର ଗ୍ରହଣ କରିଛନ୍ତି । ଆସନ୍ତା ଗୁରୁବାର ଏହାକୁ ସେ ଅଯୋଧ୍ୟା ପଠାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା