Masthead

ଚକ୍ ଖଡ଼ିରେ କୁନି ରଥ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ଶିଳ୍ପୀର ଭାବନା ଓ ହାତର ଜାଦୁ କଥା କହେ । ଚକ ଖଡିରେ କୁନି ରଥ। ଆଉ କୁନି ରଥରେ ବିଜେ କଳା ସାଆନ୍ତ । ଆପଣ ବଡ଼ ବଡ଼ ରଥ ଦେଖିଥିବେ ହେଲେ ଏପରି କୁନି ରଥ ବୋଧହୁଏ ଦେଖି ନଥିବେ। ଆମେ କହୁଛୁ ଫୁଲବାଣୀ ନଦିଖଣ୍ଡି ସାହିର ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ କଥା। ଅତି ସୁନ୍ଦର ଓ ନିଖୁଣ ଭାବେ କୁନିରଥ ନିର୍ମାଣ କରିଛନ୍ତି ପ୍ରତ୍ୟୁଷ। ସେ ପୁଣି ଚକ୍ ଖଡ଼ିରେ । ଗୋଟେ ଛୁଞ୍ଚିକୁ ବ୍ୟବହାର କରି ଅତି ସୁନ୍ଦର ଭାବରେ ଖୋଦେଇ କରି ନିର୍ମାଣ କରିଛନ୍ତି ଏହି ରଥ। ଏହି ରଥର ଉଚ୍ଚତା ୨.୨ ସେମି । ଚଉଡା ୧.୮ ସେମି । ଏହା ପୃଥିବୀର ସବୁଠୁ ଛୋଟ ରଥ ବୋଲି ଦାବିକରିଛନ୍ତି ପ୍ରତ୍ୟୁଷ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଏହି କୁନି ରଥ ତିଆରି କରିଥିବା ପ୍ରତ୍ୟୁଷ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା