Masthead

ଆନ୍ଧ୍ର ମନ୍ତ୍ରୀଙ୍କ ନାଁରେ ଏତଲା

ଗଜପତି(ଜବଡ଼ ଖବର ବ୍ୟୁରୋ):   ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଲା ଓଡ଼ିଶା ନାଗରିକ ମହାମଞ୍ଚ । ଆନ୍ଧ୍ର- ଓଡ଼ିଶା ସୀମାରେ ଥିବା ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ଜବରଦସ୍ତି ଅନୁପ୍ରବେଶ କରି ପଲାସା ବିଧାୟକ ତଥା ଅରନ୍ଧ୍ରମନ୍ତ୍ରୀ ଏସ.ଆପାଲା ରାଜୁଙ୍କ ଦାଦାଗିରି , ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଅଶାଳୀନ ମନ୍ତବ୍ୟ ଓ ନିଜ ସମର୍ଥକଙ୍କ ସହ ମୋଲିସ ବଳ ଲଗାଇ ଓଡ଼ିଶା ପ୍ରଶାସନ ଆନ୍ଧ୍ରର ବେଆଇନ ଅଙ୍ଗନବାଡି କେନ୍ଦ୍ରରେ ପକାଇଥିବା ତାଲା ଭାଙ୍ଗିବା ଘଟଣାରେ ରବିବାର ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗଜପତି ଏସପିଙ୍କୁ ଆନ୍ଧ୍ରମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ମହାମଞ୍ଚର ପ୍ରତିନିଧି ଦଳ ଗଙ୍ଗାବାଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିବାଦୀୟ ମାଣିକ ପାଟଣା ଓ ଗୁଡଉଡ଼ି ଗ୍ରାମକୁ ଯାଇ ଓଡ଼ିଶା ହକ୍ ଜାହୀରକରି ମହାମଞ୍ଚ ପତାକା ପୋତିବା ସହ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଛି । ସେଠାରୁ ଫେରିବା ପରେ ଗଜପତି ଏସପି ଜୟରାମ ଶତପଥୀଙ୍କୁ ଭେଟି ଉକ୍ତ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ