Before Header

ବିଜେଡି ଉପସଭାପତି ପଦରୁ ବିଦାହେଲେ ସୌମ୍ୟ

0 103

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୌମ୍ୟ ପଟ୍ଟନାୟକଙ୍କ ଉପରେ ବିଜେଡିର କଡା ପଦକ୍ଷେପ । । ବିଜେଡି ଉପସଭାପତି ପଦରୁ ବିଦାହେଲେ ସୌମ୍ୟ ପଟ୍ଟନାୟକ । ଉପସଭାପତି ପଦରୁ ହଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିଛିଦିନ ହେବ ନିଜର ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ ସୌମ୍ୟ ।

Leave A Reply

Your email address will not be published.