Masthead

ପ୍ରାଞ୍ଜଳ ହିନ୍ଦୀ କହିଲେ ବିଦେଶୀ ଅତିଥି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀଠାରେ ଆରମ୍ଭ ହୋଇଛି ଦୁଇଦିନିଆ ଜି୨୦ ଶିଖର ସମ୍ମିଳନୀ ।ଯାହା ମାଧ୍ୟମରେ ଭାରତର କଳା,ସଂସ୍କୃତି,ଐତିହକୁ ବିଶ୍ୱ ଦରବାରରେ ପହଞ୍ଚାଇବା ରହିଛି ଲକ୍ଷ୍ୟ । ଯେଉଁଠାରେ ଦେଖିବାକୁ ମିଳିିଛି ଏକ ଅଭୁତ ଦୃଶ୍ୟ ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଜଣେ ବିଦେଶୀ ଅତିଥି ପ୍ରାଞ୍ଜଳ ହିନ୍ଦୀ ଭାଷାରେ ରଖିଥିଲେ ନିଜର ଉତ୍ତର । ଯେଉଁଠି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମାର୍ଗରେଟ ମ୍ୟାକଲିୟୋଡ଼ ହିନ୍ଦୀ ଭାଷାରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି ।

ଯାହାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ବିଦେଶିନୀ ହୋଇ ଭାରତୀୟ ଭାଷାକୁ ଶିଖି ଏପରି ଉତ୍ତର ଦେବା ପ୍ରତିଟି ଭାରତୀୟଙ୍କୁ ଆନନ୍ଦିତ କରିଛି ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ । ମାର୍ଗରେଟ ବିକଶିତ ଅର୍ଥ୍ୟବ୍ୟବସ୍ଥାକୁ ନେଇ ସମ୍ମିଳନୀରେ ମତ ରଖିବେ ବୋଲି ହିନ୍ଦୀ ଭାଷାରେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା