Before Header

ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇ

0 10

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇ ରେଜଲ୍ଟ । ସଂନ୍ଧ୍ୟା ୫ଟାରେ ୱେବସାଇଟରେ ଦେଖିପାରିବେ ରେଜଲ୍ଟ ।

ଜୁନ୨୬ରୁ ୨୯ ଯାଏଁ ହୋଇଥିଲା ସ୍ପେଶାଲ ଓଜେଇଇ ।  Ojee.nic.in / odishajee.com ରେ ଯାଇ ଦେଖିପାରିବେ ରେଜଲ୍ଟ ।

 

Leave A Reply

Your email address will not be published.