Masthead

ଓବିସି ଗଣନା ସରକାରଙ୍କ ପ୍ରହସନ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଓବିସିଙ୍କୁ ନେଇ ରାଜନୀତି କରୁଛନ୍ତି ସରକାର। ନିର୍ବାଚନକୁ ଦୃଷ୍ଟି ରଖି ଏ ଗଣନା କରାଯାଉଛି। ଆମେ ଓବିସିଙ୍କ ପାଇଁ ଚିନ୍ତିତ, କିନ୍ତୁ ତାର ବିପରୀତ ଦିଗରେ ରାଜ୍ୟ ସରକାର ବୋଲି କହିଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ସେ କହିଛନ୍ତି ଓବିସି ବିରୋଧୀ ଏ ସରକାର। ଓବିସି ଓ ଏସସିଏସଟିଙ୍କ ଚିନ୍ତା ଯଦି ରାଜ୍ୟ ସରକାର କରୁଛନ୍ତି ତେବେ ତାଙ୍କୁ ତାଙ୍କ ହକରୁ କ’ଣ ପାଇଁ ବଞ୍ଚିତ ରଖୁଛନ୍ତି।

ଭାରତ ବର୍ଷର ସମସ୍ତ ରାଜ୍ୟରେ ତାଙ୍କୁ ୨୭% ସଂରକ୍ଷଣ ରଖାଯାଉଥିବା ବେଳେ ଓଡ଼ିଶାରେ କଣ ପାଇଁ ନୁହେଁ ? ଯଦି ରାଜ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା ନେବା ପାଇଁ ଚାହିବେ ତେବେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ୫୦%କୁ ବୃଦ୍ଧି କରିବା ପାଇଁ ଚାହିବେ ତେବେ ହୋଇପାରନ୍ତା। ଓଡ଼ିଶାରେ ଏସସି ଓଏସଟି ପ୍ରତିଶତ ହେଉଛି ୪୦। ଓବିସି ଜନସଂଖ୍ୟା ହେଉଛି ୫୪। ଓବିସିଙ୍କ ଅଧିକାରକୁ କଣ ପାଇଁ ସରକାର ସାମ୍ବିଧାନିକରୁ ବଞ୍ଚିତ କରି ରଖିଛନ୍ତି।

ରାଜ୍ୟ ସରକାରଙ୍କର ଯଦି ଆନ୍ତରିକତା ଅଛି ତେବେ ଏହାକୁ ସ୍ଥଗିତ ରଖି ସମ୍ବିଧାନରେ ମିଳିଥିବା ଅଧିକାର ତାଙ୍କୁ ଦିଅନ୍ତୁ। ରାଜ୍ୟ ସରକାରଙ୍କର ଯଦି ଆନ୍ତରିକତା ଅଛି ତେବେ ଘରକୁ ଘର ଯାଇ ଗଣନା କରନ୍ତୁ। କିନ୍ତୁ ତାହା ନ କରି ଭୂଆଁ ବୁଲାଛନ୍ତି। ମୁ ପ୍ରଥମରୁ କହୁଛି ଏ ନିଷ୍ପତି ଭୁଲ । ଏହା ଖାଲି ସରକାରଙ୍କ ପ୍ରହସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ