Masthead

ବଜେଟ ପରେ ବଢୁଛି ସେନସେକ୍ସ

ନୂଆଦିଲ୍ଲୀ (ବଡ଼ ଖବର): ବଜେଟ୍ ପରେ ପୁଣି ପୁଞ୍ଜି ବଜାରରେ ବଡ଼ ପରିବର୍ତ୍ତନ ହୋଇଛି । ବଜେଟ ଆଗତ ପରେ ହୁ ହୁ ହୋଇ ବଢିବାରେ ଲାଗିଛି ସେନସେକ୍ସ । ଦ୍ୱିତୀୟ ଥର ପାଇଁ ସେନସେକ୍ସ ପୁଣି ୫୦ ହଜାର ପାର କରିଛି । ଗତକାଲି ଠାରୁ ଷ୍ଟକ ବଜାରରେ ବଢିବାରେ ଲାଗିଛି ପଏଣ୍ଟ । ନିଫ୍ଟି ମଧ୍ୟ ୧୪ ହଜାର ୫୦୦ ପାର କରିଛି । ଗତକାଲି ୨ ହଜାରରୁ ଅଧିକ ପଏଣ୍ଟ ବଢିଥିଲା । ସେନସେକ୍ସ ୯୭୯.୮୭ ପଏଣ୍ଟ ବଢି ୪୯,୮୮୦.୪୮ରେ ପହଞ୍ଚିଛି । ଏବଂ ନିଫ୍ଟି ମଧ୍ୟ ୩୫୬ ପଏଣ୍ଟ ବଢି ୧୪, ୬୩୪ରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ