Before Header

୩ ମାଓବାଦୀ ନିପାତ

0 930

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ସୁକମା ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ।ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ, ବିସ୍ଫୋରକ ଜବତ । ଛତିଶଗଡର ଡଚାକୋନା ଜଙ୍ଗଲରେ ଏନକାଉଟର । ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ, ବନ୍ଦୁକ, ଗୁଳି ସହ ମାଓସାମଗ୍ରୀ ଜବତ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ମୋଷ୍ଟ ୱାଂଟେଡ ଦରଭା ଡିଭିଜନର ଏଲଓଏସ କମାଣ୍ଡର ଲକ୍ଷ୍ମଣ କୋହରାମୀ । ସେହିପରି ଯବାନଙ୍କ ଗୁଳିରେ କଟେକଲ୍ୟାଣ ଏରିଆ କମିଟି ସଦସ୍ୟ ଜଗଦୀଶ ସୋଢୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.