Masthead

ଦିୱାଲୀରେ ଆସୁଛି ‘ସୁନେଲି ସୁନେଲି’

ବଡ଼ ଖବର ବ୍ୟୁରୋ: ଏବେ ସବୁଠି ଦୀପାବଳିର ମାହୋଲ। ଦିୱାଲି ପାଇଁ ହୋଲ ଓଲିଉଡରୁ ବଲିଉଡ ସଜେଇ ହେଲାଣି। ଆଉ ଯଦି ଓଲିଉଡ କଥା ଦେଖିବା ଏବେ ତ ମୁଭି ଅପେକ୍ଷା ଆଲବମର ଚାହିଦା ବେଶ ଅଧିକ ରହିଛି। ତେବେ ବର୍ତ୍ତମାନ ଦିୱାଲି ଅବସରରେ ମାର୍କେଟକୁ ବ୍ୟାକ ଟୁ ବ୍ୟାକ ନୂଆ ଆଲବମ ଆସିବାକୁ ଯାଉଛି। ଲୁମ୍ରାଇନା ଏଣ୍ଟରଟେନମେଣ୍ଟର ପ୍ରଥମ ଅବଦାନରେ ରିଲିଜ ହେବ ନୂଆ ମ୍ୟୁଜିକ ଭିଡିଓ ‘ସୁନେଲି ସୁନେଲି’। ଯାହାକୁ ଡିରେକ୍ସନ ଦେଉଛନ୍ତି ଅନନ୍ୟା ପଟ୍ଟନାୟକ। ଏଥିରେ ପ୍ରଥମ ଥର ପାଇଁ ଟେଲିଭିଜନ ଦୁନିଆର ନାୟକ ରାଜ ରାଜେଶ ଓ ନାୟିକା ଲୁମ୍ରାଇନା ସ୍କ୍ରିନ ସେୟାର କରିଛନ୍ତି।

ତେବେ କିଛି ଦିନ ତଳେ ଏହାର ମୋସନ ପିକଚର ରିଲିଜ ହୋଇଥିଲା। ଲୁମ୍ରାଇନା ଓ ରାଜେଶଙ୍କ ଦମଦାର ଲୁକକୁ କାଫି ପସନ୍ଦ କରିଥିଲେ ଦର୍ଶକ। ଆଉ ଏବେ ସୁନେଲି ସୁନେଲିର ଟିଜର ବି ରିଲିଜ ହୋଇସାରିଛି। ଯେଉଁଥିରେ ଲୁମ୍ରାଇନା ଓ ରାଜେଶ ପ୍ରଥମ ଥର ପାଇଁ ସ୍କ୍ରିନରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ତେବେ ଦିୱାଲି ଅବସରରେ ସୁନେଲି ସୁନେଲି ରିଲିଜ ହେବ, ମୋ ଟିଭି ୟ୍ୟୁଟ୍ୟୁବ ଚ୍ୟାନେଲରେ। ଯେଉଁଥିରେ ନିଜ ମନପସନ୍ଦ ହିରୋ ହିରୋଇନଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ। ତେବେ ଏହି ମ୍ୟୁଜିକ ଭିଡିଓକୁ ନେଇ ସେ ଓ ତାଙ୍କ ଟିମ ଖୁବ ଏକ୍ସାଇଟେଡ ଅଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଲୁମ୍ରାଇନା ଓ ରାଜେଶଙ୍କ ଅନ ସ୍କ୍ରିନ କେମିଷ୍ଟ୍ରିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ