Masthead

ଫିଲ୍ମ ‘ମେଗା ୧୫୭’ ଚର୍ଚ୍ଚାରେ ସୁପରଷ୍ଟାର ଚିରଞ୍ଜିବୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଚିରଞ୍ଜିବୀଙ୍କ ଆଉ ଏକ ନୂତନ ଫିଲ୍ମ । ଫିଲ୍ମର ନାମ ହେଉଛି ‘ମେଗା ୧୫୭’ । ସାଉଥ ସୁପରଷ୍ଟାର ଚିରଞ୍ଜିବୀ ଆଜି ନିଜ ଜନ୍ମଦିନ ଅବସରରେ ନିଜ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ସେ ନିଜ କ୍ୟାରିଅରରେ ଖୁବ ବଡ ବଡ ଫିଲ୍ମରେ ଅଭିନୟ କରିଛନ୍ତି । ସେ କେବଳ ସାଉଥରେ ଚର୍ଚ୍ଚିତ ଷ୍ଟାର ନୁହଁନ୍ତି, ସାରା ଦେଶରେ ସେ ନିଜ ନାମ ବିସ୍ତାର କରିଛନ୍ତି । ଅଭିନେତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସିର ବିଷୟ ସାମ୍ନାକୁ ଆସିଛି । ୟୁଭି କ୍ରିଏସନରୁ ଚିରଞ୍ଜିବିଙ୍କ ଆଗାମୀ ଫିଲ୍ମର ଘୋଷଣା କରିଦିଆଯାଇଛି । ଫିଲ୍ମ ‘ମେଗା ୧୫୭’କୁ ନେଇ ଚିରଞ୍ଜିବୀ ଖୁବ ଉତ୍ସାହିତ ଥିବା ଜଣାପଡୁଛନ୍ତି । ଫିଲ୍ମଟି ଚିରଞ୍ଜିବୀଙ୍କ କ୍ୟାରିଅରର ସବୁଠାରୁ ଦାମୀ ଫିଲ୍ମ ହେବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା