Masthead

ଋଣ ନସୁଝି ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ଯଦୁମଣି ମଲ୍ଲିକ । ଚାଷ କାମ ପାଇଁ ଗ୍ରାମ ରୁ ୪/୫ ଲକ୍ଷ୍ୟ ଟଙ୍କା ହାତ ଉଦ୍ଧାର କରି ଚାଷ କାମରେ ଲଗାଇଥିଲେ। ଚାଷରେ କ୍ଷତି ହେବାରୁ ଉଦ୍ଧାର କରି ଆଣିଥିବା ଟଙ୍କା ଠିକ୍ ସମୟରେ ପରିଶୋଧ କରି ପାରିନଥିଲେ । ଉଦ୍ଧାର ଦେଇଥିବା ଲୋକମାନେ ଯଦୁମଣିଙ୍କୁ ସବୁବେଳେ ମାଗୁଥିଲେ । ସକାଳୁ ଜଣେ ଲୋକ ପଇସା ମାଗିବାରୁ ଯୁକ୍ତି ତର୍କ ମଧ୍ୟ ହୋଇଥିଲା।

ଏହାପରେ ଯଦୁମଣି କାହାକୁ କିଛି ନ ଜଣେଇ ଘର ଠାରୁ ଏକ କିମି ଦୂର ରେ ଥିବା ବିଲକୁ ଯାଇ ସେଠାରେ ଥିବା ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଚାଷ କରୁଥିବା ଗ୍ରାମର ଅନ୍ୟଲୋକେ ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକମାନେ ଯାଇ ଗଛରୁ ଦଉଡ଼ି କାଟି ଯଦୁମଣିଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ଯଦୁମଣିଙ୍କ ମୃତ୍ୟୁ ହୋଇସାରିଥିଲା । ଖବର ପାଇ ବିଂଝାରପୁର ଥାନା ରୁ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା