Masthead

ସୁଶାନ୍ତ ସିଂଙ୍କ ବିରୋଧରେ ସାଲୁଜାଙ୍କ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର(ବଡ଼ ଖବର) : ଗୃହରେ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ନେଇ ଆଲୋଚନା ବେଳେ ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଥିଲେ କେଉଁ କାରଣ ପାଇଁ ନବ ଦାସଙ୍କୁ ହତ୍ୟା କରାଯାଇଛି ତଦନ୍ତ ହେଉ । ଫ୍ଲାଏ ଆସ ପାଇଁ, ନା ଜମି ପାଇଁ ନା ବ୍ୟବସାୟୀକ ଶତ୍ରୁତା ପାଇଁ ନା ସାମ୍ରାଜ୍ୟ ଦଖଲ ପାଇଁ ତାହା ତଦନ୍ତ ହେଉ । ରାଜନୀତି କରାନଯାଉ । ଏସଆଇଟି ଗଠନ କରି ତଦନ୍ତ ହେଉ। ଉଭୟ ଦୋଷୀ ଓ ଦୋଷୀ ପଛରେ ଥିବା ବ୍ୟକ୍ତିକୁ ଫାଶୀ ଦିଆଯାଉ । ନବ ଦାସ ହତ୍ୟାକାଣ୍ଡକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ସାଲୁଜା । ଫ୍ଲାଏ ଆସକୁ ନେଇ ଉଭୟ ନବ ଓ ସୁଶାନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ସହିତ ସାଧାରଣ ନିର୍ବାଚନରେ ବି ଝାରସୁଗୁଡାରେ ନବଙ୍କୁ ହରାଇ ପାଇଁ ସୁଶାନ୍ତ ଗୁଣ୍ଡା ଆଣି ଯୋଜନା କରିଥିଲେ ବୋଲି ତାଙ୍କୁ ନବ କହିଥିବା କହିଲେ ସାଲୁଜା। ସେହିପରି ପାଇକମାଳରେ ନବଙ୍କ ଦାୟିତ୍ୱରେ ଥିବା ଅଞ୍ଚଳର ଭୋଟ କମେଇବା ପାଇଁ ସୁଶାନ୍ତ କାର୍ଯ୍ୟ କରିଥିଲେ ବୋଲି ନବ ସାଲୁଜାଙ୍କୁ କହିଥିଲେ ବୋଲି ଗୃହରେ ବିବୃତି ରଖିବା ବେଳେ କହିଛନ୍ତି ସାଲୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର