Masthead

ସ୍ୱାତୀ ମାଲିୱାଲ ମାମଲା, ପୋଲିସର ବଡ଼ ଖୁଲାସା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲା । ଦିଲ୍ଲୀ ପୋଲିସ କରିଛି ଏକ ବଡ଼ ଖୁଲାସା । ଘଟଣାର ସିସିଟିଭି ଗାୟବ ହୋଇଥିବା କହିଛି ପୋଲିସ । ପୋଲିସ ଜବତ କରିଥିବା ସିସିଟିଭି ଭିଜୁଆଲରେ ଘଟଣା ସମୟର ଦୃଶ୍ୟକୁ ବ୍ଲକ କରାଯାଇଛି । ବିଭବ କୁମାରଙ୍କୁ ରିମାଣ୍ଡରେ ନେବାବେଳେ ଦିଲ୍ଲୀ ପୋଲିସ ମଧ୍ୟ କୋର୍ଟଙ୍କୁ ଏହା କହିଛନ୍ତି । ଦିଲ୍ଲୀ ପୋଲିସ ସନ୍ଦେହ କରୁଛି ଯେ, ସିସିଟିଭିରେ ଟାମ୍ପରିଂ କରାଯାଇଛି ।

ସିଏମ୍ ହାଉସରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ସେମାନଙ୍କୁ ଏପର୍ଯ୍ୟନ୍ତ ସିଏମ ହାଉସରୁ ସିସିଟିଭି ଡିଭିଆର ଦିଆଯାଇ ନାହିଁ । ଦିଲ୍ଲୀ ପୋଲିସ ମଧ୍ୟ ଡିଭିଆର ପାଇଁ ନୋଟିସ ଜାରି କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ଜେଇ ସ୍ତରୀୟ ଅଧିକାରୀଙ୍କ ପାଖରେ ମଧ୍ୟ ସିଏମ୍ ହାଉସରେ ସ୍ଥାପିତ ସିସିଟିଭି ଏବଂ ଡିଭିଆର ସୁବିଧା ନାହିଁ। ସେପଟେ ଏବେ ବିଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଯାଇଛି । ବିଭବ କୁମାରଙ୍କ ଫୋନକୁ ଯାଞ୍ଚ ପାଇଁ ପଠାଯାଇଛି । ଦିଲ୍ଲୀ ପୋଲିସ ମୁତାବକ ବିଭବ କୁମାର ତାଙ୍କ ପୋନର ପାସଓ୍ବାଡ କହୁନାହାନ୍ତି । ବିଭବ କୁମାର ତାଙ୍କ ଫୋନ ଫରମାଟ୍ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି