Masthead

କେଉଁଠାରେ କିଏ ଆଗୁଆ, ନଜର ପକାନ୍ତୁ…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶସିତ ଅଞ୍ଚଳରେ ଜାରି ରହିଛି ଭୋଟ ଗଣତି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଟିଏସି୧୫୦ରୁ ଅଧିକ ଆଶନରେ ଆଗୁଆ ରହିଥିବା ବେଳେ ବିଜେପି ୧୧୫ରୁ ଅଧିକ ଆଶନରେ ଆଗୁଆ ରହିଛି । ପଛରେ ପଡ଼ିଛି କଂଗ୍ରେସ । ମାତ୍ର ୬ଟି ଅସନରେ ଆଗୁଆ ରହିଥିବା ସୂଚନା । ତେବେ ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ନନ୍ଦିଗ୍ରାମରେ ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଥିବା ସୂଚନା ମିଳିଛି ।

ସେହିପରି ତାମିଲନାଡ଼ୁରେ ଡିଏମ୍କେ ୧୦୨ଟି ଆସନରେ ଆଗୁଆ ରହିଥିବା ବେଳେ ଏଡିଏମକେ ୪୬ଟି ଆସନରେ ଆଗୁଆ ରହିଛି । ଆସାମରେ ବିଜେପି ୭୧ଟି ଆସନରେ ଆଗୁଆ ରହିଛି ଓ ୩୮ଟି ଆସନରେ କଂଗ୍ରେସ ଆଗୁଆ । କେରଳରେ ଏଲଡିଏଫ ୮୩ଟି ଆସନରେ ଆଗୁଆ ରହିଥିବା ବେଳେ ୟୁଡିଏଫ ୪୬ଟି ଆସନରେ ଆଗୁଆ ରହିଛି । ବିଜେପି ଗୋଟିଏ ଆସନରେ ଆଗୁଆ ଥିବା ଜଣାପଡ଼ିଛି । ସେପଟେ ପୁଡୁଚେରୀରେ ବି ୮ଟି ସିଟରେ ଏନଡିଏ ଲିଡ଼ କରୁଥିବା ବେଳେ ୪ଟି ସିଟରେ ୟୁପିଏ ଲିଡ଼ କରୁଛି । ତେବେ ସନ୍ଧ୍ୟା ସୁଧା କେଉଁ ରାଜ୍ୟରେ କିଏ ବାଜି ମାତ କରିବ ତାହା ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ