Masthead

ବୀର ସାୱରକର ସେତୁ ନାମରେ ଜଣାଯିବ ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ସରକାର ବୀର ସାବରକର ଜୟନ୍ତୀରେ ବଡ ଘୋଷଣା କରି କହିଛନ୍ତି ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ନାମ ବୀର ସାୱରକରଙ୍କ ନାମରେ ହେବ , ଏହାକୁ ଏବେ ବୀର ସାୱରକର ସେତୁ ନାମରେ ଜଣାଯିବ । ୨୮ ମେରେ ବୀର ସାୱରକରଙ୍କ ୧୪୦ତମ ଜୟନ୍ତୀ ପାଳିତ ହୋଇଛି ।ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ବଡ ଘୋଷଣା କରି ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ନାମ ବଦଳି ଦେଇଛନ୍ତି । ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ବୀର ସାୱରକର ସେତୁ ନାମରେ ଜଣା ଯିବ । ଅନେକ ସମୟ ଧରି ଏହାର ଚର୍ଚ୍ଚା ହେଉଥିଲା । ପୂର୍ବରୁ ମଧ୍ୟ କୁହାଯାଉଥିଲା ମହାରାଷ୍ଟ୍ର ସରକାର ବାନ୍ଦ୍ରା-ୱର୍ସୋୱା ସି-ଲିଙ୍କ ନାମ ପରିବର୍ତନ କରିବେ । ଏହାରି ମଧ୍ୟରେ ବୀର ସାୱରକର ଜୟନ୍ତୀରେ ଏହି ସି-ଲିଙ୍କର ନୂତନ ନାମକରଣ କରି ଦିଆ ଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା