Masthead

ରିଲିଜ୍ ହେଲା ଫିଲ୍ମ ‘ଜବାନ’ର ପ୍ରିଭ୍ୟୁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ) : ଅପେକ୍ଷାର ଅନ୍ତ ଘଟିଲା, ଫିଲ୍ମ ‘ପଠାନ’ ସୁପରହିଟ୍ ହେବା ପରେ ପରେ ଆସିଲା ଆଉଏକ ଦମଦାର ଫିଲ୍ମ ‘ଜବାନ’ । ଯାହାର ପ୍ରିଭ୍ୟୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଶାାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜବାନ’ ର ପ୍ରିଭ୍ୟୁ ସୋମବାର ୧୦ ଜୁଲାଇ ରେ ରିଲିଜ ହୋଇଛି । ଯାହାକୁ ନେଇ କିଙ୍ଗ ଖାନଙ୍କ ଦର୍ଶକମାନେ ଅତ୍ୟନ୍ତ ଖୁସି ଥିବା ନଜର ଆସିଛନ୍ତି । ୨ ମିନିଟ୍ ୧୫ ସେକେଣ୍ଡର ଏହି ପ୍ରିଭ୍ୟୁରେ ଦମଦାର ଅଭିନୟ କରିଛନ୍ତି ।

୭ ସେପ୍ଟେମ୍ବର ୨୦୨୩ରେ ରିଲିଜ୍ ହେବ ଏହି ଫିଲ୍ମ । ଫିଲ୍ମର ରିଲିଜକୁ ନେଇ ଦର୍ଶକମାନେ ଅତ୍ୟନ୍ତ ଖୁସି ଥିବା ଜଣାପଡୁଛନ୍ତି । ଫିଲ୍ମଟି ଦମଦାର ଆକ୍ସନ ଓ ଶାାହାରୁଖଙ୍କ ସ୍ୱାଗ୍ରେ ଭରପୁର ରହିଛି ବୋଲି କହୁଛନ୍ତି ଫ୍ୟନ୍ସ୍ । ଫିଲ୍ମର ଆକ୍ସନ ଓ ଥ୍ରିଲ୍ର ଝଲକ ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ କହିଲେ ନସରେ ।

ଫିଲ୍ମରେ ଶାହାରୁଖଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ନୟନତାରାଙ୍କୁ ଦେଖିବାକୁ ମିଲିଛି । ପ୍ରଶଂସକମାନେ ଏହି ଫିଲ୍ମଟିର ଆକ୍ସକୁ ନେଇ କିଙ୍ଗ୍ ଖାନଙ୍କୁ ପ୍ରଶଂସା କରିଛନ୍ତି । ଶାହାରୁଖଙ୍କ ପୂର୍ବ ଫିଲ୍ମ ‘ପଠାନ’ ଟି ଫିଲ୍ମ ଜଗତରେ ଅନେକ ପଇସା କମେଇଥିଲା । ପରେ ଫିଲ୍ମ ‘ଜବାନ’ ବକ୍ସଅଫିସରୁ କେତେ ଟଙ୍କା କମେଇ ପାରିବ, ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ