Masthead

‘ବଡ଼ ଖବର’ର ଚର୍ଚ୍ଚିତ କନକ୍ଲେଭ ପ୍ରସାରଣ ଶନିବାର ରାତି ୮ଟାରେ

ଭୁବନେଶ୍ୱର (ବଡ଼ ଖବର): ‘ବଡ଼ ଖବର’ର ପ୍ରଥମ ସ୍ୱନକ୍ଷତ୍ର । ଓଡ଼ିଶା ରାଜନୀତିର ସବୁଠୁ ଚର୍ଚ୍ଚିତ କନକ୍ଲେଭ । ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ ସୌମ୍ୟ-ବିଜୟ-ଶ୍ରୀକାନ୍ତ । ରାଜନୀତିର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଆପଣ ପାଇପାରିବେ । ଗଣମାଧ୍ୟମ ଓ ଗଣତନ୍ତ୍ର ଉପରେ ହେବ ବଡ଼ ଚର୍ଚ୍ଚା । ଅକ୍ଟୋବର ୩୦ ଶନିବାର ରାତି ୮ଟାରୁ ଦେଖିପାରିବେ ‘ବଡ଼ ଖବର’ କନକ୍ଲେଭ । ପୁନଃପ୍ରସାରଣ ରବିବାର ଅପରାହ୍ନ ୨ଟାରୁ ଦେଖିବାକୁ ଭୁଲନ୍ତୁ ନାହିଁ । ନିରପେକ୍ଷ ଗଣମାଧ୍ୟମ ‘ବଡ ଖବର’ ଲୋକଙ୍କ ଚ୍ୟାନେଲକୁ ସହଯୋଗ କରନ୍ତୁ । ଗଣତନ୍ତ୍ରକୁ ସୁଦୃଢ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ