‘ବଡ଼ ଖବର’ର ଚର୍ଚ୍ଚିତ କନକ୍ଲେଭ ପ୍ରସାରଣ ଶନିବାର ରାତି ୮ଟାରେ

ଭୁବନେଶ୍ୱର (ବଡ଼ ଖବର): ‘ବଡ଼ ଖବର’ର ପ୍ରଥମ ସ୍ୱନକ୍ଷତ୍ର । ଓଡ଼ିଶା ରାଜନୀତିର ସବୁଠୁ ଚର୍ଚ୍ଚିତ କନକ୍ଲେଭ । ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ ସୌମ୍ୟ-ବିଜୟ-ଶ୍ରୀକାନ୍ତ । ରାଜନୀତିର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଆପଣ ପାଇପାରିବେ । ଗଣମାଧ୍ୟମ ଓ ଗଣତନ୍ତ୍ର ଉପରେ ହେବ ବଡ଼ ଚର୍ଚ୍ଚା । ଅକ୍ଟୋବର ୩୦ ଶନିବାର ରାତି ୮ଟାରୁ ଦେଖିପାରିବେ ‘ବଡ଼ ଖବର’ କନକ୍ଲେଭ । ପୁନଃପ୍ରସାରଣ ରବିବାର ଅପରାହ୍ନ ୨ଟାରୁ ଦେଖିବାକୁ ଭୁଲନ୍ତୁ ନାହିଁ । ନିରପେକ୍ଷ ଗଣମାଧ୍ୟମ ‘ବଡ ଖବର’ ଲୋକଙ୍କ ଚ୍ୟାନେଲକୁ ସହଯୋଗ କରନ୍ତୁ । ଗଣତନ୍ତ୍ରକୁ ସୁଦୃଢ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’