Masthead

ସ୍କୁଟିରେ ବୁହା ହେଲା ଶବ

ବେଲପଡ଼ା (ବଡ଼ ଖବର ବ୍ୟୁରୋ): କରୋନା କବଳରେ ସାରା ଦେଶ । ରାଜ୍ୟରେ ବି ସଙ୍ଗୀନ ସ୍ଥିତି । ଏହା ଭିତରେ କିଛି କରାଳ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲପଡା ବ୍ଲକ ସଲଣ୍ଡି ଗାଁରେ । କୋଭିଡ ଆକ୍ରାନ୍ତ ଉଦ୍ଧବ ବେହେରାଙ୍କ ମୃତ୍ୟୁ ପରେ ନିଜ ବାପାଙ୍କ ଶବକୁ ଦୁଇ ପୁଅ ସ୍କୁଟରେ ମଶାଣୀକୁ ନେଇଛନ୍ତି ।

ପିପିଇ କିଟ ପିନ୍ଧି ଶୁମ୍ଭୁ ବେହେରା ଓ ଦେବତ୍ୟ ବେହେରା ଗାଁର ଏକ ନିଛାଟିଆ ସ୍ଥାନକୁ ନେଇ ଶେଷକୃତ୍ୟ ସଂପର୍ଣ୍ଣ କରିଛନ୍ତି । କୋଭିଡ ସଂକ୍ରମଣ ହୋଇଥିବାରୁ ଜାତି ଭାଇ ଭୟରେ ତାଙ୍କ ପାଖକୁ ଆସିନଥିଲେ । କରୋନା ପାଇଁ ସମୟ ଏମିତି ହେଲେଣି ଯେ କୋକେଇରେ ଶବକୁ ବୋହିନେବା ବଦଳରେ ସ୍କୁଟିରେ ଗଲା ମଶାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ