Masthead

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ ସହର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣେଶ ପୂଜା ପାଇଁ ଚଳ ଚଞ୍ଚଳଜଟଣୀ ସହର। ରାତି ପାଇଲେ ମଣ୍ଡପରେ ପୂଜା ପାଇବେ ବିଘ୍ନବିନାଷକ ଗଣେଶ। ସେଥିପାଇଁ ଜଟଣୀର ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମଣ୍ଡପ ନିର୍ମାଣରେ ଲାଗିପଡିଛନ୍ତି । ସେପଟେ ମୂର୍ତ୍ତି କାରିଗରମାନେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ବଜାରରେ ବିକ୍ରି ହେଉଛି ବିଭିନ୍ନ କିସମର ଗଣେଶ ମୂର୍ତ୍ତି। ସ୍ଥାନୀୟ ମୂର୍ତ୍ତି କାରିଗରମାନେ କମ ସଂଖ୍ୟକ ମୂର୍ତ୍ତି ନିର୍ମାଣ କାରିଥିବାରୁ କଲିକତା ମୂର୍ତ୍ତିର ଚାହିଦା ବେଶ ବଢିଯାଇଛି ।

ଅନ୍ୟପଟେ ଆସନ୍ତା କାଲିଠାରୁ ଦୀର୍ଘ ୧୧ ଦିନ ପର୍ୟ୍ୟନ୍ତ ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ବିଘ୍ନବିନାଷକ । ଚଳିତ ବର୍ଷ କୋଭିଡ୍ ଗାଇଡ଼ ଲାଇନ ଅନୁଯାୟୀ ପୂଜା କରିବା ପାଇଁ ବ୍ୟବସ୍ଥା ହୋଇଛି । ମୂର୍ତ୍ତି ର ଉଚ୍ଚତା ୪ଫୁଟ ରହିବା ସହ ମଣ୍ଡପର ତିନି ପାଖ ପରଦାରେ ବନ୍ଦ କରିବାର ବ୍ୟବସ୍ଥା ହୋଇଛି। ଜଟଣୀର ମୁଖ୍ୟ ମଣ୍ଡପରେ ପ୍ରଭୁ ଗଣେଶଙ୍କ ସହ ମାତା ଲଷ୍ମୀ ଓ ସରସ୍ୱତୀ ପୂଜା ପାଇବେ। ଅନ୍ୟ ମଣ୍ଡପ ମାନଙ୍କରେ କେବଳ ଗଣେଶ ପୂଜା ପାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି