Before Header

ଦୀପରେ ଦୀପାବଳି ପାଇଁ ପ୍ରେରଣାର ଆହ୍ୱାନ

0 13

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଦୀପାବଳି । କରୋନା ମହାମାରୀ ଦୃଷ୍ଟିରୁ ଆଲୋକର ପର୍ବ ଏହି ଦୀପାବଳି ବିଭିନ୍ନ ସ୍ଥାନରେ କଟକଣା ମଧ୍ୟରେ ପାଳନ କରାଯାଉଛି । ଦୀପାବଳିକୁ କେବଳ ଦୀପ ଜାଳି ପାଳନ କରିବାକୁ ପ୍ରେରଣା ଗ୍ରୀନ ଆର୍ମୀ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଟ୍ରି ଡୋନେସନ କ୍ୟାମ୍ପ ସହ ସଭାର ଆୟୋଜନ କରାଯାଇଛି । ଏଥିରେ ସମ୍ବାଦ ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଛନ୍ତି ।

Leave A Reply

Your email address will not be published.