Masthead

ବଦଳିଲା ସମୁଦ୍ର ପାଣିର ରଙ୍ଗ

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ); ସମୁଦ୍ର ପାଣିରେ ଭାସୁଛି ତେଲିଆ ପଦାର୍ଥ । ପାରାଦ୍ୱୀପ ସମୁଦ୍ର ଜଳରେ କୌଣସି କେମିକାଲ ମିଶିଥିବା ସୂଚନା ମିଳିଛି । ପାଣିରେ ଭାସୁଛି ସବୁଜ ରଙ୍ଗର ତୈଳାକ୍ତ ପଦାର୍ଥ। ଫଳରେ ବଦଳିଯାଇଛି ସମୁଦ୍ର ପାଣିର ରଙ୍ଗ । ଏହା ହେଉଛି ଅଇଓସିଏଲର ବର୍ଜ୍ୟତେଲ ।

ଏହାକୁ ନେଇ ଏବେ ଚିନ୍ତିତ ମତ୍ସଜୀବୀ । ବିପଦ ମୁହଁରେ ସାମୁଦ୍ରିକ ଜୀବ । ଆଇଓସିଏଲ ର (ଇଟିପି) ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମସ୍ୟା ଯୋଗୁଁ ଏପରି ହୋଇଥିବା ସୂଚନା । ପ୍ଲାଣ୍ଟରୁ ସମୁଦ୍ରକୁ ପାଇପ ଯୋଗେ ଛଡାଯାଇଥାଏ ଆଇଓସିଏଲର ବର୍ଜ୍ୟ ପାଣି । ନମୁନା ସଂଗ୍ରହ କଲା ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ