Masthead

୪୮ ବର୍ଷରେ ପହଁଚିଲେ ଦେଶିବୟ

ବଲିଉଡର ଦୋସ୍ତାନା ତଥା ଦେଶିବୟ ଜନ ଆବ୍ରାହମ ୪୮ ବର୍ଷରେ ପହଞ୍ଚିଛନ୍ତି । ନିଜକୁ ସବୁବେଳେ ଫିଟ୍ ଆଣ୍ଡ ପାୱାରଫୁଲ୍ ଭାବେ ନିଜର ସବୁ ଫିଲ୍ମରେ ପ୍ରମାଣିତ କରୁଥିବା ବଲିଉଡର ସବୁଠୁ ଫିଟେଷ୍ଟ ଆକ୍ଟର ହେଉଛନ୍ତି ଜନ । ଏଥିପାଇଁ ସବୁ ୟଙ୍ଗଷ୍ଟାରଙ୍କ ଫିଟ୍ ଆଣ୍ଡ ଫାଇନ ରହିବାର ଇନସ୍ପିରେଶନ ହେଉଛନ୍ତି ଜନ । ଜନ ଜଣେ ସୁପରିଚିତ ଅଭିନେତା ହେବା ସହ ଏକ ଭଲ ମଡେଲ ଓ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ଧୁମ, ହାଉସଫୁଲ, ଦୋସ୍ତାନା, ଦେଶି ବଏଜ, ସତ୍ୟମେବ ଜୟତେ ପରି ଅନେକ ହିଟ ଫିଲ୍ମରେ ଲିଡରେ ନଜର ଆସିଛନ୍ତି ସେ ।
ଅନେକ କମେଡି, ଡ୍ରାମା ମୁଭି କରିଥିଲେ ମଧ୍ୟ ନିଜ ଆକ୍ସନ ଓ ଫ୍ୟାସନ ପାଇଁ ସେ ବେଶି ଚର୍ଚ୍ଚିତ । ସୋସିଆଲ ମିଡିଆରେ ସବୁବେଳେ ଜନଙ୍କ ୱାକଆଉଟ୍, ଜିମ ଓ ଫ୍ୟାସନ ଲୁକ ଫଟୋଜ ଓ ପୋଷ୍ଟ ଥାଏ ଟ୍ରେଣ୍ଡିଂରେ । ୨୦୨୧ରେ ଜନଙ୍କ ଅପକମିଙ୍ଗ ଫିଲ୍ମ ସତ୍ୟମେବ ଜୟତେ-୨ ଆସିବାକୁ ଯାଉଛି । ସତ୍ୟମେବ ଜୟତେ-୨ ତାଙ୍କ ସୁପରହିଟ ଫିଲ୍ମ ସତ୍ୟମେବ ଜୟତେର ସିକ୍ୱେଲ ବା ଦ୍ୱିତୀୟ ଭାଗ । ଏଥିରେ ଜନଙ୍କ ବିପକ୍ଷରେ ଦିବ୍ୟା ଖୋସଲା କୁମାର ଲିଡରେ ନଜର ଆସୁଛନ୍ତି । ଏଥିସହ ଜନ ଅପକମିଙ୍ଗ ଫିଲ୍ମ ସରଦାର ଆଣ୍ଡ ଗ୍ରାଣ୍ଡସନ ଓ ଶାହରୁଖ, ଦୀପିକା ପାଦ୍ୟୁକୋନଙ୍କ ସହ ପଠାନ ମୁଭି ରେ ମଧ୍ୟ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା