ଗାଁ ମୁହାଁ ବଣ୍ୟଜନ୍ତୁ

କୋଣାର୍କ (ବଡ଼ ଖବର ବ୍ୟୁରୋ): ଇତିହାସରେ ବଦଳିବ ବାଲୁଖଣ୍ଡ ଅଭୟାରଣ୍ୟ । ମାତିଛନ୍ତି କାଠ ମାଫିଆ । ଲୁଟି ନେଉଛନ୍ତି ଶହ ଶହ ମୂଲ୍ୟବାନ କାଠ । ପୁରୀ -କୋଣାର୍କ ମେରାଇନ ଡ୍ରାଇଭର ଉଭୟ ପାଶ୍ୱର୍ରେ ରହିିଛି ଲକ୍ଷ ଲକ୍ଷ ମୂଲ୍ୟବାନ ଗଛ । ଏଥିପାଇଁ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ବାଲୁଖଣ୍ଡ ଅଭୟାରଣ୍ୟରେ । ଧୀରେ ଧୀରେ କାଠ ମାଫିଆଙ୍କ ଦୈାରାତ୍ମ୍ୟ ବଢିବାରେ ଲାଗିଛି ।

ରାତିର ଅନ୍ଧକାରରେ ଲୁଟିନେଉଥିବା ବହୁ ମୂଲ୍ୟ କାଠକୁ ଖୁଲମଖୁଲା ଦିନ ଦ୍ୱିପ୍ରହରରେ ଚରଲାଣ କରୁଛନ୍ତି ମାଫିଆ । କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ବସିଛି ପ୍ରଶାସନ । ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ବନ ବିଭାଗକୁ ଜଣାଇଥିଲେ ମଧ୍ୟ ବନ ବିଭାଗ ସମ୍ପୂର୍ଣ୍ଣ ଚୁପ୍ । ଦିନକୁ ଦିନ ଗଛ କଟାଯାଇ ଚାଲାଣ ହେବା ଫଳରେ ସେଠାରେ ବସବାସ କରୁଥିବା ବଣ୍ୟ ଜୀବଜନ୍ତୁ ଗାଁ ମୁହାଁ ହେବାକୁ ଲାଗିଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ