Masthead

ପ୍ରଶ୍ନପତ୍ର ଡିଲ୍ ବେଳେ ପୋଲିସର ଚଢାଉ; ୮୮ ଅଟକ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରଶ୍ନପତ୍ର ଡିଲ୍ ବେଳେ ପୋଲିସ ଚଢାଉ । ଦଲାଲ ସମେତ ଓଡ଼ିଶାର ବହୁତ ଛତ୍ରଛାତ୍ରୀଙ୍କୁ ଅଟକ ରଖିଲା ବାଲେଶ୍ୱର ପୋଲସି । ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲ୍‌ରେ ଚାଲିଥିଲା ଯୋଜନା । ଷ୍ଟାଫ ସିଲେକ୍ସନ ପରିଚାଳିତ CGL ପରୀକ୍ଷା ପାଇଁ ଡିଲ୍‌ ବେଳେ ଚଢ଼ାଉ । ବାଲେଶ୍ବର ପୋଲିସ୍ ଚଢ଼ାଉ କରି ଏକ ଘରୋଇ ବସ ସହ ୫୦ରୁ ଅଧିକ ପରୀକ୍ଷାର୍ଥୀକୁ ଅଟକ ରଖିଛି ପୋଲିସ । ଅଟକ ଥିବା ପରୀକ୍ଷାର୍ଥୀ ଓଡ଼ିଶାର ବୋଲି ଜଣା ପଡିଛି । ପରୀକ୍ଷା ପୂର୍ବରୁ ପୋଲିସ ହାତରେ ଧରା ପଡିଛନ୍ତି ପ୍ରଶ୍ନପତ୍ର ଡିଲ୍ କରିଥିବା କିଛି ଦଲାଲ ସମେତ ପରୀକ୍ଷାର୍ଥୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା