Before Header

ମୌସୁମୀ ଅଧିବେଶନର ଚତୁର୍ଥ ଦିନ

0 22

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଓ କାରିଗର, ବୟନ ଶିଳ୍ପ, ମିଶନ ଶକ୍ତି, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗର ପ୍ରଶ୍ନକାଳ ରହିଛି ।

ଦୁଇ ବିରୋଧୀ ପ୍ରସଙ୍ଗ ନେଇ , ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଗୃହରେ ଅଚଳାବସ୍ଥା ଜାରୀ ରହିଥିଲା ।‌ ସର୍ବଦଳୀୟ ବୈଠକ ପରେ ଏହାର ସମାଧାନର ବାଟ ବାହାରିଛି । ହେଲେ ପ୍ରଶ୍ନକାଳ ,ଶୂନ୍ୟକାଳରେ ଚାଲିବ କି ନାହିଁ ତାହା ଉପରେ ନଜର। କାରଣ ତିନି ଦିନ ଧରି ବିରୋଧୀ ଗୃହରେ ହଟଗୋଳ କରୁଥିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୂଲତବୀ କରୁଛନ୍ତି ।

Leave A Reply

Your email address will not be published.