Masthead

ହିତାଧିକାରୀଙ୍କ ଚାଉଳ କାଟିବା ପ୍ରସଙ୍ଗ, ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହିତାଧିକାରୀଙ୍କ ଚାଉଳ କାଟିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଦେବି ମିଶ୍ର । କହିଛନ୍ତି, ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କ ୫କେଜି ଚାଉଳ କାଟିଛନ୍ତି କେନ୍ଦ୍ର ସରକାର । ଓଡ଼ିଶା ଭଳି ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଅଛି। ଓଡ଼ିଶାରେ କେହି ଭୋକିଲା ରହିବେନି କି , ଭୋକରେ ଶୋଇବେନି ।ହିତାଧିକାରୀ ଙ୍କୁ ଯୋଗାଇଦେବା କଥା କିନ୍ତୁ ବନ୍ଦ କରିବା କେତେ ଦୂର ଠିକ୍ ତାହା ଚିନ୍ତା କରନ୍ତୁ କେନ୍ଦ୍ର ସରକାର। କୋଭିଡ ପିରିଆଡରେ ଏ ପଦକ୍ଷେପ ଆଦୌ ଉଚିତ୍ ନୁହେଁ। ୫କେଜି ଚାଉଳକୁ କାଟିବା ଉଚିତ୍ ନୁହେଁ। ଏହି ପ୍ରସଙ୍ଗକୁ ନେଇ ଫେବୃଆରୀ ୧୫ ଓ ୧୬ ତାରିଖରେ ପଞ୍ଚାୟତସ୍ତର ଓ ବ୍ଲକ୍ ସ୍ତରରେ ପ୍ରତିବାଦ କରିବ । ଲଢେଇ କରି କେନ୍ଦ୍ର ସରକାର ଙ୍କ ଉପରେ ପ୍ରଭାବ ପକାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ