Masthead

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ମହାଗୁରୁ ବାଟାଲିଅନ୍

ନୂଆଗାଁ (ବଡ଼ ଖବର ବ୍ୟୁରୋ): ସାମୁଦ୍ରିକ ବାତ୍ୟା ‘ୟାଶ’ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାଗୁରୁ ବାଟାଲିଅନ । ବାତ୍ୟାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନାଉଗାଁ ଅନନ୍ତପୁର ରୋହିଆର ମହାଗୁରୁ ବାଟାଲିୟନ ସିଲୁସାହୁ ଓରଫ ସିଲୁ ସାରଙ୍କ ପୁରା ଟିମ ପ୍ରସ୍ତୁତ । ସିଲୁ ସାହୁ ରାଜ୍ୟରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥିଲେ ଯେବେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କି ବାତରେ ତାଙ୍କ ନାଁ ନେଇଥିଲେ । ସିଲୁଙ୍କ ସଂଘର୍ଷ କାହାଣୀ ବିଷୟରେ ଖୋଦ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଣାଇଥିଲେ ।

କିପରି ଯୁବକ ମାନଙ୍କୁ ବିନା କୌଣସି ଶୁଳ୍କରେ ଭାରତୀୟ ସେନା, ପୋଲିସ ଆଦିରେ ଭର୍ତ୍ତି ପାଇଁ ଟ୍ରେନିଂ ଦେଉଛନ୍ତି ତାହା ଦେଶବାସୀଙ୍କ ଆଗରେ କହିଥିଲେ ମୋଦି । ପରେ ମହାମହିମ ରାଷ୍ଟ୍ରପତି ମଧ୍ୟ ତାଙ୍କୁ ରାଜଭବନ ଡାକି ସମ୍ବୋଧିତ କରିଥିଲେ । ତେବେ ବର୍ତ୍ତମାନ ବାତ୍ୟା ସମୟରେ ମଧ୍ୟ ତାଙ୍କ ଟିମ ଲୋକଙ୍କ ପାଖକୁ ଯାଇ ସାହାଯ୍ୟ କରିବ ବୋଲି କହିଛନ୍ତି ନିଜେ ସିଲୁ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା