Masthead

ମହାରାଷ୍ଟ୍ର ସରକାର ଇତିହାସର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ବିଜେପି ମଧ୍ୟ କାଉଣ୍ଟର କରୁଥିବାର ଦେଖିବାକୁ ମିଳିଛି । ସେପଟେ ଗୁଜୁରାଟ ଡ୍ରଗ୍ସ ମାମଲାର କଚ୍ଚା ଚିଠା ଉଦ୍ଧବ ଠାକରେ ମାଗିଲା ବେଳେ ବିଜେପି ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଏନେଇ ଶିବସେନାଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହିଁ । ତେବେ ଉଦ୍ଧବ ଠାକରେଙ୍କ ନେତୃତ୍ୱ ସରକାର ଇତିହାସର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର । କାହିଁକିନା କିଛିିଦିନ ପୂର୍ବରୁ ହୋଇଥିବା ଇନକମଟେକ୍ସ ରେଡ ସବୁ ପ୍ରମାଣିତ କରିଦେଇଛି ।

କେବଳ ଏତିକି ନୁହେଁ ବରଂ ଠାକରେ ଆରୋପ ଲଗାଇଥିବା ଏଜେନ୍ସିର ଅପବ୍ୟବହାର କଥାର ମଧ୍ୟ ଜବାବ ରଖିଛନ୍ତି ଦେବେନ୍ଦ୍ର ଫଡନାଭିସ । ଯଦି ଆମେ ଏଜେନ୍ସିର ଅପବ୍ୟବହାର କରିଥାଉ । ତହାଲେ ମହାରାଷ୍ଟ୍ର ସରକାରଙ୍କ ଅଧା କ୍ୟାବିନେଟ ଜେଲରେ ରହିଥାନ୍ତା । ଆମେ କେବେ ବି ମହାରାଷ୍ଟ୍ରକୁ ପଶ୍ଚିମବଙ୍ଗ ହେବା ପାଇଁ ଦେବୁ ନାହିଁ ବୋଲି ମୁମ୍ବାଇର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ