Masthead

ପୂଜାର୍ଚ୍ଚନାରୁ ଆରମ୍ଭ ହେଲା ଉଦଘାଟନୀ ଉତ୍ସବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଦେଶର ଇତିହାସରେ ଯୋଡ଼ି ହେବ ଏକ ନୂତନ ଅଧ୍ୟାୟ। ଭାରତକୁ ମିଳିବ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଆଜି ନୂଆ ସଂସଦ ଭବନର ଲୋକାର୍ପଣ ହେବ। ତାମିଲନାଡୁ ଧର୍ମପୁରମ ଅଧିନମ୍ ମଠ ମହନ୍ତ ମୋଦିଙ୍କୁ ସେଙ୍ଗୋଲ ବା ରାଜଦଣ୍ଡ ପ୍ରଦାନ କରିଛନ୍ତି। ଏହି ରାଜଦଣ୍ଡକୁ ଆଜି ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନ କରାଯିବ। ସକାଳ ପ୍ରାୟ ସାଢେ ୭ଟାରେ ପୂଜା ଏବଂ ଯଜ୍ଞ ଆରମ୍ଭ ହୋଇଛି ।

ସାଢେ ୮ରୁ ୯ଟା ଭିତରେ ସେଙ୍ଗୋଲକୁ ସ୍ଥାପନ କରାଯିବ। ସଂସଦ ଭବନରେ ଅଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ଅଛନ୍ତି ବାଚସ୍ପତି ଓମ ବିର୍ଲା । ମନ୍ତ୍ର ଉଚ୍ଚାରଣରେ ଚାଲିଛି ପୂଜାର୍ଚ୍ଚନା ହୋମ ଯଜ୍ଞ । ପୂଜାର୍ଚ୍ଚନାରୁ ଆରମ୍ଭ ହେଲା ଉଦଘାଟନୀ ଉତ୍ସବ । ପୂଜାର୍ଚ୍ଚନା ପରେ ସେଙ୍ଗୋଲ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ