Masthead

ପୋଲିସ ଗ୍ରାମବାସୀ ମୁହାଁମୁହିଁ

ବୌଦ୍ଧ(ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତାରେ ଦେଖାଦେଇଛି ଉତ୍ତେଜନା । କାଳୀରେ ପୂଜାରେ ଯାତ୍ରା ପରିବେଷଣକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ତେବେ ଖଣ୍ଡହତା ଗ୍ରାମରେ କାଳୀପୂଜା ଦିନ ଗ୍ରାମବାସୀଙ୍କ ଦ୍ଵାରା ଯାତ୍ରା ପରିବେଷଣ ପ୍ରତ୍ୟେକ ବର୍ଷ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଯାତ୍ରା ପରିବେଶଣ ପାଇଁ ମଞ୍ଚ ସଜ୍ଜା ହୋଇଥିଲା ।

ହେଲେ ଗତ କାଲି ସନ୍ଧ୍ୟା ଠିକ ୮ ବେଳେ ପୁରୁଣାକଟକ ପୋଲିସ ପକ୍ଷରୁ ପେଟ୍ରୋଲିଂ କରି ଯାତ୍ରା ବନ୍ଦ କରିବାକୁ କୁହାଯାଇଥିଲା । ମାତ୍ର ଗ୍ରାମବାସୀ ଯାତ୍ରା କରିବାକୁ ଜିଦ ଧରି ବସି ଥିଲେ । ପରେ ଘଟଣା ସ୍ଥଳରେ ପରିସ୍ଥିତି ଅଣାୟତ୍ୱ ଜଣାପଡିବା ପରେ ଆଇଆଇସି ଘଟଣା ସ୍ଥଳକୁ ଆସିଥିଲେ । କିନ୍ତୁ ଘଟଣା ସୁଧୁରିବା ପରିବର୍ତ୍ତେ ଅଧିକ ବଢିବାରେ ଲାଗିଥିଲା । ଏପରିକି ପରିସ୍ଥିତି ଅଣାୟତ୍ୱ ହେବା ଫଳରେ ପୋଲିସପକ୍ଷରୁ ଲାଠିଚାର୍ଜ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ