Masthead

ବଳାତ୍କାରୀ ମନ୍ତ୍ରୀ ପରିଷଦ ଭିତରେ ଅଛନ୍ତି: ରାଜେନ୍ଦ୍ର ଗୁଦ୍ଦା

ରାଜସ୍ଥାନ  (ବଡ଼ ଖବର ବ୍ୟୁରୋ):  ବିଧାନସଭାରୁ ନିଲମ୍ବନ ହେବା ପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରି ରାଜେନ୍ଦ୍ର ଗୁଦ୍ଦା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କଂଗ୍ରେସ ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ଏବଂ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଗୁଦ୍ଦା । ଏକ ଗଣମାଧ୍ୟମ ସଂସ୍ଥାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଗୁଦ୍ଦା କହିଛନ୍ତି ଯେ ଦେଶରେ ବଳାତ୍କାର ମାମଲାରେ ରାଜସ୍ଥାନ ଏକ ନମ୍ବର ସ୍ଥାନରେ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମନ୍ତ୍ରୀ ପରିଷଦର ସହକର୍ମୀଙ୍କ ନାର୍କୋ ପରୀକ୍ଷା କରାଯାଏ, ତେବେ ଜେଲରେ ରହିଥିବା ବଳାତ୍କାରର ବନ୍ଦୀମାନେ ମଧ୍ୟ ସେମାନଙ୍କ ସାମ୍ନାରେ ଛୋଟ ପଡିଯିବେ। ଯେଉଁମାନେ ବଳାତ୍କାରରେ ଏକ ଶତକ ସ୍କୋର କରିଛନ୍ତି ସେମାନେ ମନ୍ତ୍ରୀ ହୋଇଛନ୍ତି। ସବୁଠୁ ବଡ ବଳାତ୍କାରୀ ମନ୍ତ୍ରୀ ପରିଷଦ ଭିତରେ ଅଛନ୍ତି। ଯଦି ମୋର ମତ ଭୁଲ ପ୍ରମାଣିତ ହୁଏ, ତେବେ ମୁଁ ରାଜନୀତି ଛାଡିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ