Masthead

ସ୍ଥାନାନ୍ତର ହେବ ହରିଣ ପାର୍କ, ନିରାଶ କଟକବାସୀ

କଟକ (ବଡ ଖବର ବ୍ୟୁରୋ): ଦୀର୍ଘ ବର୍ଷ ଧରି କଟକର ପର୍ଯ୍ୟଟନକୁ ମହିମା ମଣ୍ଡିତ କରୁଥିବା ହରିଣ ପାର୍କ ସ୍ଥାନାନ୍ତର ହେବାକୁ ଯାଉଛି । ଆୟତନ ଦୃଷ୍ଟିରୁ ଏଠାରେ ହରିଣ ସଂଖ୍ୟା ବଢିଯାଇଥିବାରୁ ସିଏମସି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ହେଲେ ଏହି ନିଷ୍ପତିକୁ ସ୍ଥାନୀୟ ଲୋକ ଏବଂ ରାଜନେତା ବିରୋଧ କରିଛନ୍ତି । ହଜାର ବର୍ଷ ପୁରୁଣା ସହର କଟକ । ଏଠାରେ ରହିଛି ଅନେକ ଐତିହାସିକ କିର୍ତ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ର । ସେଥି ମଧ୍ୟରୁ ହରିଣ ପାର୍କ ଅନ୍ୟତମ । ତେବେ ବର୍ତ୍ତମାନ ସ୍ଥିତିରେ ହରିମ ବଂଶ ବୃଦ୍ଧି ପାଉଥିବରୁ ଏହାକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତି ନିଆଯାଇଛି । ତେଣୁ, ପାର୍କକୁ ସମ୍ପୁର୍ଣ୍ଣ ରୂପେ ନୂତନ ଠିକଣା ଦେବା ପାଇଁ ଯୋଜନା ଆରମ୍ଭ କରିଛି ସିଏମସି । ପ୍ରଥମରୁ ୨ ଏକରରୁ ଉର୍ଦ୍ଧ୍ବ ଜମିରେ ହାତ ଗଣତି ହରିଣ ରହିଥିଲା ବେଳେ ବର୍ତ୍ତମାନ ତାହା ୨୦୦ ପାର କରିଛି ।

ଯାହା ନିହତି ଖୁସିର ବିଷୟ । ହେଲେ କଟକ ମହାନଗର ନିଗମ ଏହି ପାର୍କକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ବିରେଧ କରିଛନ୍ତି କଟକ ବାସି ଏବଂ ରାଜନୈତିକ ଦଳ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ଅସନ୍ତୋଷ ଜାହିର କରିଛି । କାରଣ ଅଳ୍ପ ସ୍ଥାନରେ ୨୦୦ରୁ ଉର୍ଦ୍ଧ୍ବ ହରିଣ ରହିବା ଅସମ୍ଭବ । ଏହାପରେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ହେବା ପରେ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ । ୩ ମାସ ମଧ୍ୟରେ ଏହି ପ୍ରସଙ୍ଗରେ ସମାଧାନ ଆଣିବାକୁ କହିଥିଲେ । ଯାହା ବର୍ତ୍ତମାନ କାର୍ୟ୍ୟରେ ପରିଣତ କରିଛି ସିଏମସି । ଗୋଟିଏ ପଟେ ହରିଣ ମାନଙ୍କ ସୁରକ୍ଷା ଓ ଅନ୍ୟପଟେ ପାର୍କ ହେଉଛି କଟକର ମୁଖ୍ୟ ପର୍ୟ୍ୟଟନ । ତେବେ ହରିଣ ପାର୍କ ପ୍ରତି ନିଆଯାଇଥିବା ନିଷ୍ପତି ଫଳପ୍ରଦ ହେଲେ ନିରାଶ ହେବେ କଟକ ବାସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ