Masthead

ଘଣ୍ଟାଏ ଛିଡ଼ା ହୋଇ ପ୍ରତିବାଦ କରିବ ଶାସକ ଦଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉପରାଷ୍ଟ୍ରପତିଙ୍କ ମିମିକ୍ରି ଘଟଣା । ଅଭିନବ ଉପାୟରେ ପ୍ରତିବାଦ କରିବେ ଶାସକ ଦଳ ସାଂସଦ । ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଘଟଣାର ଏଭଳି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଏନଡିଏ ମେଣ୍ଟ । ବିଜେପି ସଦସ୍ୟ ରାଜ୍ୟସଭାରେ ଘଣ୍ଟାଏ ଛିଡା ହୋଇ ବିରୋଧ କରିବେ ବୋଲି କହିଛନ୍ତି । ସଂସଦୀୟ କାର୍ଯ୍ୟନିର୍ବାହୀ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଆସିଛନ୍ତି । ଏବେ ଉପରାଷ୍ଟ୍ରପତିଙ୍କୁ ଅପମାନ କରିଛନ୍ତି । ଏହା କେବଳ ତାଙ୍କର ଅପମାନ ନୁହେଁ ବରଂ ଏକ ସାମ୍ବିଧାନୀକ ପଦର ଅପମାନ ।

ଏତିକି ନୁହେଁ ଉପରାଷ୍ଟ୍ରପତି ଜଣେ ଜାଠ୍ କୃଷକ ପରିବାରର । ତାଙ୍କର ଅପମାନ ସାରା ଜାଠ୍ ସମ୍ପ୍ରଦାୟର ଅପମାନ । ତେଣୁ ଧନକଡଙ୍କ ଅପମାନକୁ ହିନ୍ଦୁସ୍ତାନ କେବେବି ସହ୍ୟ କରିବ ନାହିଁ । ଏହା ବିରୋଧରେ କଠୋର କାର୍ୟ୍ୟପନ୍ଥା ଗ୍ରହଣ କରାଯିବ । ସେପଟେ କଲ୍ୟାଣ ବାନାର୍ଜୀ କହିଛନ୍ତି ଉପରାଷ୍ଟ୍ରପତିଙ୍କୁ ଦୁଃଖ ଦେବା ମୋର ଅଭିପ୍ରାୟ ନଥିଲା । କାହାକୁ ଆଘାତ ଦେବା ଉଦ୍ଦେଶ୍ୟ ନଥିଲା । ଉପରାଷ୍ଟ୍ରପତିଙ୍କ ପ୍ରତି ମୋ ମନରେ ସମ୍ମାନ ଅଛି । ଧନଖର ଜୀ ମୋ ଠାରୁ ବୟସରେ ବଡ। ମୁଁ ଜାଣିପାରୁନାହିଁ କି ସେ କାହିଁକି ଏହାକୁ ନିଜ ଉପରକୁ ନେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ