Masthead

ସେନସେକ୍ସ ରେକର୍ଡ ଉଚ୍ଚତାରେ

ମୁମ୍ବାଇ (ବଡ଼ ଖବର): କରୋନା କାଳରେ ଆର୍ଥିକ ସ୍ତର ନିମ୍ନଗାମୀ ହୋଇଥିଲା । ବର୍ତ୍ତମାନ ଆର୍ଥିକସ୍ଥିତିରେ ନିୟନ୍ତ୍ରଣ ଆଣିବାରେ ଚେଷ୍ଟା କରାଯାଉଛି । ଆମେରିିକାରେ ବାଇଡେନ ସରକାର ହେବା ପରେ ସେୟାର ମାର୍କେଟରେ ବଡ ଧରଣର ଅଭିବୃଦ୍ଧି ହୋଇଛି । ପ୍ରଥମ ଥର ପାଇଁ ୫୦ ହଜାର ପାର୍ କଲା ସେନସେକ୍ସ । ସେନସେକ୍ସ ରେକର୍ଡ ସ୍ତର ଛୁଇଁଛି ୫୦ ହଜାର ୧୨୬ । ଏଥିସହ ନିଫ୍ଟି ୧୪ ହଜାର ୭୩୬ର ରେକର୍ଡ ସ୍ତର ଛୁଇଁଛି । ବ୍ୟାଙ୍କ ନିଫ୍ଟି ୩୨ ହଜାର ୭୨୦ । ଆମେରିକାରେ ନୁଆ ରାଷ୍ଟ୍ରପତି ଭାବେ ବାଇଡ଼େନଙ୍କୁ ପାଇବା ପରେ ବିଶ୍ୱ ବଜାରରେ ଏହାର ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୫୦,୧୨୬,୭୩ରେ ପହଂଚିବାରେ ସଫଳ ହୋଇଥିବା ବେଳେ ନିପ୍ଟି ୫୦୧୪,୭୦୦ ଅତିକ୍ରମ କରିଛି । ବିଗତ ୧୦ ମାସରେ ସେନସେକ୍ସ ଦ୍ୱିଗୁଣିତ ହୋଇଥିବା ସୂଚନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା